Advertisment

ଓଡ଼ିଆ ଅସ୍ମିତାର ବିଜୟ ହୋଇନି, ଅହଙ୍କାରର ପରାଜୟ ହୋଇଛି

ଲୋକେ ପରିବର୍ତ୍ତନ ଚାହୁଁଥିଲେ। ଲୋକେ ପରିବର୍ତ୍ତନ କରିଛନ୍ତି।

Advertisment

ଓଡ଼ିଆ ଅସ୍ମିତାର ବିଜୟ ହୋଇନି। ଅହଙ୍କାରର ପରାଜୟ ହୋଇଛି। ଅସ୍ମିତାର ବିଜୟ ପ୍ରମାଣ ଦେବାକୁ ବିଜେପିକୁ ପରିଶ୍ରମ କରିବାକୁ ପଡ଼ିବ। ଲୋକେ ପରିବର୍ତ୍ତନ ଚାହୁଁଥିଲେ। ଲୋକେ ପରିବର୍ତ୍ତନ କରିଛନ୍ତି। ଯାହା ପାଖରେ ସମ୍ଭାବନା ଦେଖିଲେ, ତାଙ୍କୁ କ୍ଷମତା ଦେଲେ। ଜଗତସିଂହପୁର ଜିଲ୍ଲା ନାଉଗାଁ ମହୋତ୍ସବରେ ଏ କଥା କହିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। 

Advertisment
Bjp BjD Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe