Advertisment

ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ କଟାକ୍ଷ କଲେ।

author-image
Manoj Swain

ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ବାଙ୍କୀ ମହୋତ୍ସବ ଅବସରରେ ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ କଟାକ୍ଷ କଲେ। ତେବେ ସେ କଣ କହିଛନ୍ତି ଶୁଣନ୍ତୁ । 

Advertisment
Odisha BjD Soumya Ranjan Patnaik