‘BJDର ଅହଙ୍କାର ଭାଙ୍ଗିବାକୁ ଉତ୍ସାହ ଥିଲା’ || Soumya Ranjan Patnaik Speech At Banki Mahotsav 2024 || OR
Advertisment
ପୁଣି ବିଜେଡିକୁ ଟାର୍ଗେଟ୍ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ବାଙ୍କୀ ମହୋତ୍ସବ ଅବସରରେ ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ କଟାକ୍ଷ କଲେ। ତେବେ ସେ କଣ କହିଛନ୍ତି ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us