ବିଜେଡିର କ\'ଣ ପୋଷ୍ଟରମରା ନୂଆଁଖାଇ ପ୍ରେମ ? | Odisha Reporter
ନୂଆଁଖାଇ ପରଦିନ ଭେଟଘାଟ ଆଉ ସେହିଦିନ ସରକାର କରିବେ ବାଚସ୍ପତି ନିର୍ବାଚନ । ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇକୁ ଜୁହାର ବୋଲି ଲେଖାଟିଏ ସହ ମା ସମଲେଇଙ୍କ ଏବଂ ଧାନକେଣ୍ଡାର ଫଟୋଟି ସୋଶାଲ୍ ମଡିଆରେ ପୋଷ୍ଟ ହୁଏ । ହେଲେ ବିଜେଡି ସରକାରଙ୍କ ପଶ୍ଚିମ ଓଡ଼ିଶା ଏବଂ ନୂଆଖାଇ ଗଣ ପର୍ବ ପ୍ରତି ଆଦର କେମିତି ଦେଖନ୍ତୁ । ନୂଆଖାଇ ପରଦିନ ଭେଟଘାଟ ଆଉ ସେହିଦିନ ବିଜେଡି ସରକାର ନିଷ୍ପତ୍ତି ନେଇଛନ୍ତି କରିବେ ବାଚସ୍ପତି ନିର୍ବାଚନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
