Advertisment

ବିଜେଡିର କ'ଣ ପୋଷ୍ଟରମରା ନୂଆଁଖାଇ ପ୍ରେମ ?

ନୂଆଁଖାଇ ପରଦିନ ଭେଟଘାଟ ଆଉ ସେହିଦିନ ସରକାର କରିବେ ବାଚସ୍ପତି ନିର୍ବାଚନ ।

Advertisment

ନୂଆଁଖାଇ ପରଦିନ ଭେଟଘାଟ ଆଉ ସେହିଦିନ ସରକାର କରିବେ ବାଚସ୍ପତି ନିର୍ବାଚନ । ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇକୁ ଜୁହାର ବୋଲି ଲେଖାଟିଏ ସହ ମା ସମଲେଇଙ୍କ ଏବଂ ଧାନକେଣ୍ଡାର ଫଟୋଟି ସୋଶାଲ୍ ମଡିଆରେ ପୋଷ୍ଟ ହୁଏ । ହେଲେ ବିଜେଡି ସରକାରଙ୍କ ପଶ୍ଚିମ ଓଡ଼ିଶା ଏବଂ ନୂଆଖାଇ ଗଣ ପର୍ବ ପ୍ରତି ଆଦର କେମିତି ଦେଖନ୍ତୁ । ନୂଆଖାଇ ପରଦିନ ଭେଟଘାଟ ଆଉ ସେହିଦିନ ବିଜେଡି ସରକାର ନିଷ୍ପତ୍ତି ନେଇଛନ୍ତି କରିବେ ବାଚସ୍ପତି ନିର୍ବାଚନ ।

Advertisment
Odisha BjD Nuakhai Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe