Advertisment

ସମୀରଙ୍କ ଦେହାନ୍ତ ପରେ କ’ଣ କହିଲେ ବାଚସ୍ପତି

ଆଜି ସମୀର ଦେ’ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

Advertisment

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ଦେ’ଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ରାଜନୀତିକ ଦଳର ବ୍ୟକ୍ତିଙ୍କ ସହିତ ଅନ୍ୟାନ୍ୟ ବିଭିନ୍ନ ବର୍ଗର ଲୋକେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କୁ ମନେ ପକାଇଛନ୍ତି। ସେହିକ୍ରମରେ ବାଚସ୍ପତି ସୁରମା ପାଢ଼ୀ କ’ଣ କହିଛନ୍ତି, ଶୁଣନ୍ତୁ। 

Advertisment
Samir Dey Surama Padhy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe