Advertisment

ଲୋକସେବା ଭବନରେ ଓଏଏସ୍ ଅଫିସରଙ୍କ ରାଜ୍ !

IAS ଓ IPS ଅଫିସରଙ୍କ ପରି ଲୋକସେବା ଭବନରେ ଓଏଏସ୍‌ ଅଫିସରଙ୍କ ରାଜ୍‌ ଚାଲିଛି। ଗାଦି ମାଡ଼ି ବସିଛନ୍ତି ଓଏଏସ ବାବୁ। କିଏ ୮ ବର୍ଷ ତ ଆଉ କିଏ ୧୦ ବର୍ଷରୁ ଅଧିକ ସମୟରେ ଗାଦି ମାଡ଼ି ବସିଛନ୍ତି।

Advertisment

IAS ଓ IPS ଅଫିସରଙ୍କ ପରି ଲୋକସେବା ଭବନରେ ଓଏଏସ୍‌ ଅଫିସରଙ୍କ ରାଜ୍‌ ଚାଲିଛି। ଗାଦି ମାଡ଼ି ବସିଛନ୍ତି ଓଏଏସ ବାବୁ। କିଏ ୮ ବର୍ଷ ତ ଆଉ କିଏ ୧୦ ବର୍ଷରୁ ଅଧିକ ସମୟରେ ଗାଦି ମାଡ଼ି ବସିଛନ୍ତି। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ମଧ୍ୟ ବଦଳୁନି। ବିଜେଡି ଶାସନ ସମୟରେ ଖାଲି ଅଣଓଡ଼ିଆ IAS ଅଧିକାରୀ ପାୱାରଫୁଲ୍ ନଥିଲେ କିଛି OAS ଅଫିସର ମଧ୍ୟ ଶାସକ ଦଳର ହାତବାରିସୀ ସାଜିଥିଲେ ବୋଲି ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ ।

Advertisment
OAS Officers Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe