""
ରାଜନୀତି Videos ପାଣିରେ ଆରମ୍ଭ ବରଫରେ ଶେଷ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାର ନାରା ଦେଇ ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧି ନୂଆ ରେକର୍ଡ କରିଛନ୍ତି। ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ରାହୁଲଙ୍କ ପଦଯାତ୍ରା କଶ୍ମୀରରେ ଶେଷ ହୋଇଛି। ୧୩୫ ଦିନ ମଧ୍ୟରେ ରାହୁଲ ମୋଟ ୪,୦୮୪ କିମି ରାସ୍ତା ପାଦରେ ଚାଲିଚାଲି ଅତିକ୍ରମ କରିଛନ୍ତି। 31 Jan 2023 12:20 IST ଅଦ୍ୟତନ ହୋଇଛି31 Jan 2023 12:23 ISTManoj Swain Follow Usପାଣିରେ ଆରମ୍ଭ ବରଫରେ ଶେଷ | Odisha ReporterAdvertisment Read More Congress Rahul Gandhi Jammu Kashmir Bharat Jodo YatraAdvertisment