ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ!

ରାଜ୍ୟ ବିଜେପି ମୁଖିଆ ଭାବେ ମନମୋହନ ସାମଲଙ୍କୁ ୨୦୨୩ ମସିହାରେ ଚୟନ କରାଯାଇଥିଲା। ତାଙ୍କର ବଳିଷ୍ଠ ନେତୃତ୍ୱ ଓ ରଣନୀତିରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ରାଜ୍ୟରେ ଜବରଦସ୍ତ ଫଳାଫଳ ମିଳିଥିଲା।

BJP

ବିଜେପି ପାର୍ଟି କାର୍ଯ୍ୟାଳୟ(ଫାଇଲ ଫଟୋ)

Manoranjan Sial
  • Published: Thursday, 12 December 2024
  • Updated: 12 December 2024, 03:42 PM IST

Sports

Latest News

ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ! ଏପରି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତୋମର କହିଛନ୍ତି, ଜାନୁଆରୀ ମାସରେ ହେବ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ।

ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ତେବେ ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଛି। ମଣ୍ଡଳ ନିର୍ବାଚନ ଚାଲିଛି। ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ଓ ତା’ପରେ ରାଜ୍ୟ ସଭାପତି ବଛାଯିବ। ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ। ଏହାସହ ବିଜେଡିର ବହୁ ସାଂସଦ ଓ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି ବୋଲି ତୋମାର କହିଛନ୍ତି।

Also Read

ରାଜ୍ୟ ବିଜେପି ମୁଖିଆ ଭାବେ ମନମୋହନ ସାମଲଙ୍କୁ ୨୦୨୩ ମସିହାରେ ଚୟନ କରାଯାଇଥିଲା। ତାଙ୍କର ବଳିଷ୍ଠ ନେତୃତ୍ୱ ଓ ରଣନୀତିରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ରାଜ୍ୟରେ ଜବରଦସ୍ତ ଫଳାଫଳ ମିଳିଥିଲା। ୨୪ ବର୍ଷ ଧରି ଲଗାତାର ଭାବେ ଶାସନ କ୍ଷମତାରେ ଥିବା ବିଜେଡି ଗାଦିଚ୍ୟୁତ ହୋଇଥିଲା। ବିଜେପି ରାଜ୍ୟରେ ଏକାକୀ ଶାସନ କ୍ଷମତାରେ ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story