ରାଜ୍ୟ ବିଜେପି କୃଷକମୋର୍ଚ୍ଚା ପୁନର୍ଗଠନ, ଟିମରେ ୧୪୮ଜଣଙ୍କୁ ସାମିଲ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ରାଜ୍ୟ କୃଷକମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ନିଜର ଏହି ଟିମ୍ ଘୋଷଣା କରିଛନ୍ତି ।

BJP

representational image

Ordigital Desk
  • Published: Tuesday, 05 September 2023
  • Updated: 05 September 2023, 09:49 PM IST

Sports

Latest News

ରାଜ୍ୟ ବିଜେପି କୃଷକମୋର୍ଚ୍ଚା ତା’ର ସାଂଗଠନିକ ପୁନର୍ଗଠନ କରିଛି । ଟିମରେ ୩୪ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କ ସମେତ ୪୮ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୧୫ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ୩୩ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କୁ ମିଶାଇ ମୋଟ ୧୪୮ଜଣ ପଦାଧିକାରୀଙ୍କୁ ରାଜ୍ୟ ବିଜେପି କୃଷକମୋର୍ଚ୍ଚାରେ ସ୍ଥାନ ମିଳିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ରାଜ୍ୟ କୃଷକମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ନିଜର ଏହି ଟିମ୍ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟ କୃଷକ ମୋର୍ଚ୍ଚାରେ ୬ଜଣ ଉପସଭାପତି ଭାବେ ସୂର୍ଯ୍ୟନାରାୟଣ ମହାପାତ୍ର, ହୃଷିକେଶ ଜେନା, ପ୍ରଦୀପ କୁମାର ପତ୍ରୀ, ବିପଦଭଞ୍ଜନ ଦାସ, ହଳପାଣି ମାଝୀ ଓ ଚନ୍ଦ୍ରଶେଖର ପଣ୍ଡାଙ୍କୁ ନିଯୁକ୍ତି ମିଳିଥିବାବେଳେ ୨ଜଣ ସାଧାରଣ ସମ୍ପାଦକ ଭାବେ ସମୀର ପାତ୍ର ଓ ଉପେନ୍ଦ୍ର ଭଞ୍ଜ, ୫ଜଣ ସମ୍ପାଦକ- ମହେନ୍ଦ୍ର ଠାକୁର, ବିକ୍ରମ କେଶରୀ ରାଉତରାୟ, ମନୋଜ କୁମାର ସାହୁ, ଅଶୋକ କୁମାର ରଥ ଓ ପାରାଉ ମୁର୍ମୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ-ବିଶ୍ୱଜିତ୍ ସ୍ୱାଇଁ, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ପ୍ରଦୀପ କୁମାର ସାହୁ ଓ ୨ଜଣ ସହସଂଯୋଜକ ଭାବେ ଶିବପ୍ରସାଦ ଶ୍ରୀଚନ୍ଦନ ଓ ସୁଧାକର ସାହୁଙ୍କୁ ନିଯୁକ୍ତି ମିଳିଛି ।

Also Read

ସେହିପରି ୩୪ଟି ସାଂଗଠନିକ ଜିଲ୍ଲାର କୃଷକ ସଭାପତି ଭାବେ ଅନୁଗୁଳ- ବିଜୟ କୁମାର ମାଝୀ, ବାଲେଶ୍ୱର-କୈଳାସ ଚନ୍ଦ୍ର ବାରିକ, ଭଦ୍ରକ-ଅଶୋକ କୁମାର ରାଉଳ, ଭୁବନେଶ୍ୱର- ବିକ୍ରମ ପ୍ରଧାନ, ବଲାଙ୍ଗିର- ମାଧବ ସ, ବୌଦ୍ଧ-ରବୀନ୍ଦ୍ର କୁମାର ଦେଓ, ବରଗଡ଼-ଯଶବନ୍ତ ସେଠ୍ , ମୟୂରଭଞ୍ଜ(ବାରିପଦା)- ଶିଶିର କୁମାର ମହନ୍ତ, ସୁନ୍ଦରଗଡ଼(ବଣାଇ)- ରେଙ୍ଗାପୁ ପ୍ରଧାନ, କଟକ ସଦର- ଉତ୍କଳମଣି ମନ୍ତ୍ରୀ, ଦେବଗଡ଼- ଯୋଗେଶ୍ୱର ବିଶ୍ୱାଳ, ଗଜପତି-ପ୍ରଶାନ୍ତ କୁମାର ପାଲୋ, ଗଞ୍ଜାମ-ମହନ୍ତ ଚିନ୍ମୟାନନ୍ଦ, ଘୁମୁସୁର-ରବୀନ୍ଦ୍ର କୁମାର ପାତ୍ର, ଜଗତସିଂହପୁର-ତପନ କୁମାର ବେହେରା, ଯାଜପୁର-ପାଣ୍ଡବ ଚନ୍ଦ୍ର ଧଳ, ଝାରସୁଗୁଡ଼-ମୁରାରୀ ପାଣିଗ୍ରାହୀ, କଳାହାଣ୍ଡି- କେଶରୀ ଦୁର୍ଗା, କନ୍ଧମାଳ- ଅବନେଶ୍ୱର ପ୍ରଧାନ, କେନ୍ଦ୍ରାପଡ଼ା-ଶ୍ରୀଧର ପ୍ରସାଦ ପ୍ରଧାନ, କେନ୍ଦୁଝର-ଭାଗିରଥୀ ସିଂହ, ଖୋର୍ଦ୍ଧା-ତାପସ ଜେନା, କୋରାପୁଟ-ଭଗବାନ ମୁଦୁଲି, ମାଲକାନଗିରି-ବିଜୟ କୁମାର ବୈରାଗୀ, ସୁନ୍ଦରଗଡ଼(ପାନପୋଷ)-ଶୁକଦେବ ପ୍ରଧାନ, ନବରଙ୍ଗପୁର-ସୋନା ମାଝୀ, ନୟାଗଡ଼- ଶ୍ରୀନିବାସ ପ୍ରଧାନ, ନୂଆପଡ଼ା-ଗୋବର୍ଦ୍ଧନ ସାହୁ, ପୁରୀ-ଅଜୟ କୁମାର ପ୍ରଧାନ, ରାୟଗଡ଼ା-କୃଷ୍ଣଚନ୍ଦ୍ର ପଣ୍ଡା, ସମ୍ବଲପୁର- ସମୀର ରଞ୍ଜନ ବାବୁ, ସୁବର୍ଣ୍ଣପୁର-ଶିବରାଜ ବେହେରା ଓ ସୁନ୍ଦରଗଡ଼ ରବିଚନ୍ଦ୍ର ପଟେଲଙ୍କୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ମିଳିଥିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କ ବିଫଳତା ଓ ବ୍ୟାପକ ଦୁର୍ନୀତିକୁ ନେଇ ସମଗ୍ର ରାଜ୍ୟରେ ଦୁର୍ବାର କୃଷକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story