Advertisment

'ନବୀନଙ୍କ ବିଜେଡି କର୍ମୀ ପୋଷା ଯୋଜନା'

ନିର୍ବାଚନର ପୂର୍ବରୁ ସରକାର ଘୋଷଣା କଲେ 'ଆମ ଓଡ଼ିଶା ନବୀନ ଓଡ଼ିଶା' । ଯୋଜନା ସଂପର୍କରେ ଏ ଯାଏଁ ଜାଣିପାରୁ ନାହାଁନ୍ତି ସରପଞ୍ଚ । ଯିଏ କାମ କରିବ ସିଏ ଜାଣିନି ହେଲେ ପୂରା ଜାଣିଛନ୍ତି ବିଜେଡି କର୍ମୀ ।

author-image
Manoj Swain

ନିର୍ବାଚନର ପୂର୍ବରୁ ସରକାର ଘୋଷଣା କଲେ 'ଆମ ଓଡ଼ିଶା ନବୀନ ଓଡ଼ିଶା' । ଯୋଜନା ସଂପର୍କରେ ଏ ଯାଏଁ ଜାଣିପାରୁ ନାହାଁନ୍ତି ସରପଞ୍ଚ । ଯିଏ କାମ କରିବ ସିଏ ଜାଣିନି ହେଲେ ପୂରା ଜାଣିଛନ୍ତି ବିଜେଡି କର୍ମୀ । ଲୋକ କହିଲେ ଗାଁର ବିଜେଡି କର୍ମୀଙ୍କ ପାଇଁ ନବୀନଙ୍କ ଏହି ଯୋଜନା । ତାରା କହିଲେ ନିର୍ବାଚନକୁ ଡରି କର୍ମୀଙ୍କୁ ପୋଷିବା ପାଇଁ ଯୋଜନା।

Advertisment
Odisha BjD Odisha Politics