Advertisment

ସୁବାସିନୀଙ୍କ ମୋବାଇଲ କାହିଁକି ସୁଇଚ୍ ଅଫ୍?

ବାଲେଶ୍ୱରରେ ଏବେ ଚର୍ଚ୍ଚାରେ ବିଜେଡି ନେତ୍ରୀ ସୁବାସିନୀ ଜେନା। ଭୁବନେଶ୍ୱରରୁ ଫେରିବା ପରେ ତାଙ୍କ ମୋବାଇଲ ସ୍ବିଚ୍ ଅଫକୁ ନେଇ ଚର୍ଚ୍ଚା ହୋଇଥିଲା। ଚର୍ଚ୍ଚା ହେଉଛି ବସ୍ତା ନୁହେଁ, ଏଥର ଏମପି ହେବା ପାଇଁ ତାଙ୍କୁ କୁହାଯାଇଛି। ସେପଟେ ରବୀନ୍ଦ୍ର ଜେନା କହିଲେ କାହାକୁ ଟିକେଟ୍ ମିଳିବ ନା ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ବିଜେପିରୁ ଏଥର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର।

author-image
Debendra Prusty

Bjp BjD Balasore Odisha