କ୍ରୀତଦାସ କାହାଣୀ || Babi Das And Bondslave Controversy || Odisha Reporter
Advertisment
ବବିଙ୍କ କ୍ରୀତଦାସ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା। ଜୟନାରାୟଣ କହିଲେ ତାଙ୍କ ପିତା ସ୍ୱାଭିମାନର ପ୍ରତୀକ ଥିଲେ। କ୍ରୀତଦାସ ପ୍ରଥା ଦେଶରୁ ଏବଂ ବିଶ୍ୱରୁ କେବେଠୁ ଉଠିଗଲାଣି। ସାଲୁଜା କହିଲେ, କ୍ରୀତଦାସ କହିବା ଦ୍ୱାରା ବିଧାୟକଙ୍କ ମର୍ଯ୍ୟାଦା ହାନି ହେଉଛି। ବିଜେଡିର ପୁରୁଣା ଉତ୍ତର ଜୟନାରାୟଣଙ୍କ ହୋଇଛି ମତିଭ୍ରମ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us