ବିଜୁ ବାବୁ ଡେଙ୍ଗା ଜୟ ବାବୁ ଡେଙ୍ଗା | Odisha Reporter
‘ଜୟ ପଣ୍ଡା ଆଉ ଜଣେ ବିଜୁ ପଟ୍ଟନାୟକ ହୋଇଯାଇପାରନ୍ତି। ସେ ଜଣେ ବଡ଼ ରାଜନେତା ପାଲଟି ଯାଇପାରନ୍ତି।’ କିଏ ଓ କାହିଁକି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନବୀନ ପଟ୍ଟନାୟକଙ୍କୁ ଏଭଳି କଥା କହିଥିଲେ? ନିଜ ଇଂରାଜୀ ପୁସ୍ତକ ‘ନବୀନ ପଟ୍ଟନାୟକ’ର ପରିବର୍ଦ୍ଧିତ ସଂସ୍କରଣର ଉନ୍ମୋଚନ ଅବସରରେ ଏକଥା କହିଥିଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ। ସେ ତାଙ୍କ ପୁସ୍ତକରେ ଶୁଣିବାକୁ ମିଳିଥିବା ଏମିତି କିଛି କଥାକୁ ସ୍ଥାନ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
