Advertisment

ବିଜୁ ବାବୁ ଡେଙ୍ଗା, ଜୟ ବାବୁ ଡେଙ୍ଗା...

କିଏ ଓ କାହିଁକି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନବୀନ ପଟ୍ଟନାୟକଙ୍କୁ କହୁଥିଲେ।

Advertisment

‘ଜୟ ପଣ୍ଡା ଆଉ ଜଣେ ବିଜୁ ପଟ୍ଟନାୟକ ହୋଇଯାଇପାରନ୍ତି। ସେ ଜଣେ ବଡ଼ ରାଜନେତା ପାଲଟି ଯାଇପାରନ୍ତି।’ କିଏ ଓ କାହିଁକି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନବୀନ ପଟ୍ଟନାୟକଙ୍କୁ ଏଭଳି କଥା କହିଥିଲେ? ନିଜ ଇଂରାଜୀ ପୁସ୍ତକ ‘ନବୀନ ପଟ୍ଟନାୟକ’ର ପରିବର୍ଦ୍ଧିତ ସଂସ୍କରଣର ଉନ୍ମୋଚନ ଅବସରରେ ଏକଥା କହିଥିଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ। ସେ ତାଙ୍କ ପୁସ୍ତକରେ ଶୁଣିବାକୁ ମିଳିଥିବା ଏମିତି କିଛି କଥାକୁ ସ୍ଥାନ ଦେଇଛନ୍ତି।   

Advertisment
Naveen Patnaik Biju Pattanaik Baijayanta Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe