କାହାକୁ ମିଳିବ ବିଜେପି ଟିକେଟ୍ ?

ଗତ ଦୁଇ ଦିନ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ଟିକେଟ୍ କସରତ୍।

Manoj Swain
  • Published: Monday, 18 March 2024
  • Updated: 18 March 2024, 03:38 PM IST

Sports

Latest News

କାହାର ଟିକେଟ୍ କଟୁଛି, କାହାକୁ ଆସନ ମିଳୁଛି । କିଏ ହାତେଇବ ଲୋକସଭା ଟିକେଟ୍ , କିଏ ଲଢିବ ବିଧାନସଭା ନିର୍ବାଚନ । ତାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ୍ ଚଳଚଞ୍ଚଳ । ଗତ ଦୁଇ ଦିନ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ଟିକେଟ୍ କସରତ୍। ଶନିବାର ଦଳର କୋର କମିଟି ସଦସ୍ୟ ବସି ସମ୍ଭାବ୍ୟ ତାଲିକା ଚୁଡାନ୍ତ କରିଛନ୍ତି । ଏହା ପରେ ବି ସରୁନି ଅଙ୍କ କଶା । ପାର୍ଟି କାର୍ଯ୍ୟାଳୟରେ ତୁଙ୍ଗ ନେତାଙ୍କ ସହ ଆଶାୟୀ ଓ କର୍ମୀଙ୍କ ଭିଡ ଥମିବାର ନାଁ ଧରୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos