ସୁଶାନ୍ତଙ୍କ ବାସଭବନକୁ ଟମାଟୋ ମାଡ଼ | Odisha Reporter
Advertisment
ଗର୍ଜିଲା କଂଗ୍ରେସ। ନବ ଦାସ ହତ୍ୟା ମାମଲାରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆଜି ଗର୍ଜିଛି ଛାତ୍ର କଂଗ୍ରେସ। ନବ ଦାସଙ୍କ ସହିତ ସୁଶାନ୍ତ ସିଂହଙ୍କର ଶତ୍ରୁତା ରହିଥିଲେ ସୁଦ୍ଧା ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ। ଏହି ଦାବି ନେଇ ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us