ସମ୍ବାଦ ଅଫିସରେ ଇଓଡବ୍ଲୁ ରେଡ ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ବାହାରିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସମାଜ। ସୌମ୍ୟଙ୍କ ସମର୍ଥନରେ ପୋଷ୍ଟର ଲଗାଇ କଲେ ନିନ୍ଦା।