24 ପାଇଁ ଟିକଟ ବାଣ୍ଟିଲା ବିଜେଡି ! | Odisha Reporter
ନିତ୍ୟାନନ୍ଦ ସାହୁ ନୁହଁନ୍ତି, ବସ୍ତା ବିଧାନସଭା ଆସନରେ ବିଜେଡିରୁ ଲଢ଼ିବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା। ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ଼ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏଭଳି ଖୋଲାଖୋଲି ଘୋଷଣା କରିଛନ୍ତି। ଗତକାଲି ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ହୋଇଥିଲା। ଏହି ସମୟରେ ନିଜ ମନ୍ତବ୍ୟ ରଖିବାବେଳେ ମନ୍ତ୍ରୀ କହିଥିଲେ, ଆଗାମୀ ନିର୍ବାଚନରେ ବସ୍ତା ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱ ନେବେ ବାଲିଆପାଳ ମାଟିର ଓ ବସ୍ତା ନିର୍ବାଚନ ମଣ୍ଡଳୀର ଝିଅ ଶ୍ରୀମତି ସୁବାସିନୀ ଜେନା ମହୋଦୟା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
