/odisha-reporter/media/post_attachments/uploadimage/library/16_9/16_9_0/IMAGE_1722004531.jpg)
Pravati Parida
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ। ସହିଦିନ ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା। ଏନେଇ ବଜେଟ୍ ରେ ଘୋଷଣା ହୋଇଥିଲେ ବି ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ବୋଲି ଆଜି ଓଟିଭିକୁ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
Advertisment
ପ୍ରଭାତୀ କହିଛନ୍ତି, ଏଥିପାଇଁ କୌଣସି ଫର୍ମ ବାହାରି ନାହିଁ ବରଂ ଏସ୍ ଓପି ପ୍ରସ୍ତୁତି ଚାଲିଛି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନେବୁ। ଏଥିପାଇଁ କୌଣସି ୱେବସାଇଟ୍ ଖୋଲାହୋଇ ନାହିଁ। ତେଣୁ କେହି ଭ୍ରମିତ ନହେବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ ଏଥିପାଇଁ ଇନକମ୍ ସାର୍ଟିଫିକେଟ ଦରକାର ପଡ଼ିବ ନା ନାହିଁ ସ୍ଥିର ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ ପରିଡ଼ା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
