Advertisment

ମଉଳିଗଲା ବିଧାୟକ ଆଶା

ପାଞ୍ଚ ଥରର ବିଧାୟକ ତଥା ପୁରୀର ଟାଣୁଆ ସଙ୍ଗଠନ ମହେଶ୍ୱର ମହାନ୍ତିଙ୍କୁ ସିଧା ଚ୍ୟାଲେଞ୍ଜ କରିବା ସହ ସଙ୍ଗଠନ କରି ନିଜ ଦକ୍ଷତା ପ୍ରତିପାଦନ କରିଥିବା ଲକି ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପଛରେ ରହିଛି ବିଜେଡିର ବଡ ଚାଲ ?

Advertisment

ପାଞ୍ଚ ଥରର ବିଧାୟକ ତଥା ପୁରୀର ଟାଣୁଆ ସଙ୍ଗଠନ ମହେଶ୍ୱର ମହାନ୍ତିଙ୍କୁ ସିଧା ଚ୍ୟାଲେଞ୍ଜ କରିବା ସହ ସଙ୍ଗଠନ କରି ନିଜ ଦକ୍ଷତା ପ୍ରତିପାଦନ କରିଥିବା ଲକି ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପଛରେ ରହିଛି ବିଜେଡିର ବଡ ଚାଲ ? ନବୀନଙ୍କ ଚତୁର ଗୋଟି ଚାଳନାରେ ଦବି ଯିବ କି ଲକିଙ୍କ ସଙ୍ଗଠନ, ଦଳ କିନ୍ତୁ ବହୁତ ସତର୍କତାର ସହ ବିଚାର କରି ତାଙ୍କୁ ପୁରୀ ସଙ୍ଗଠନରୁ ଆଉଟ କରି ଦେଲା। ଏବେ ପୁରୀରେ ଚାଲିବ ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତିଙ୍କ ରାଜ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Puri Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe