Advertisment

୧୦ ଦିନ ବିତିନି ନବୀନ ବିଦା କରିଥିଲେ, ଡାକିଲା କିଏ ?

ବିଜେଡି ମିଟିଂରେ ବହିଷ୍କୃତ ବିଧାୟକ। ନବୀନଙ୍କ ନିଷ୍ପତ୍ତିକୁ ୧୦ ଦିନ ନ ବିତୁଣୁ ବହିଷ୍କୃତ ବିଧାୟକଙ୍କୁ ଡାକି କି ଶିବିରରେ ବସାଇଲା ବିଜେଡି ।

author-image
Manoj Swain

ବିଜେଡି ମିଟିଂରେ ବହିଷ୍କୃତ ବିଧାୟକ। କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିଲେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା । ଜନ ବିରୋଧିର ଆଖ୍ୟା ଦେଇ ଦଳରୁ ବିଦା କରିଥିଲେ ସୁପ୍ରିମୋ । ହେଲେ ନବୀନଙ୍କ ନିଷ୍ପତ୍ତିକୁ ୧୦ ଦିନ ନ ବିତୁଣୁ ବହିଷ୍କୃତ ବିଧାୟକଙ୍କୁ ଡାକି କି ଶିବିରରେ ବସାଇଲା ବିଜେଡି । ପ୍ରଭାତ କହିଲେ ପ୍ରତାପଙ୍କ ନିଷ୍ପତ୍ତି କ୍ରମେ କାର୍ଯ୍ୟକ୍ରମ।

Advertisment
Odisha BjD Balasore