10 ଦିନ ବିତିନି ନବୀନ ବିଦା କରିଥିଲେ, ଡାକିଲା କିଏ ? | Odisha Reporter
Advertisment
ବିଜେଡି ମିଟିଂରେ ବହିଷ୍କୃତ ବିଧାୟକ। କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିଲେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା । ଜନ ବିରୋଧିର ଆଖ୍ୟା ଦେଇ ଦଳରୁ ବିଦା କରିଥିଲେ ସୁପ୍ରିମୋ । ହେଲେ ନବୀନଙ୍କ ନିଷ୍ପତ୍ତିକୁ ୧୦ ଦିନ ନ ବିତୁଣୁ ବହିଷ୍କୃତ ବିଧାୟକଙ୍କୁ ଡାକି କି ଶିବିରରେ ବସାଇଲା ବିଜେଡି । ପ୍ରଭାତ କହିଲେ ପ୍ରତାପଙ୍କ ନିଷ୍ପତ୍ତି କ୍ରମେ କାର୍ଯ୍ୟକ୍ରମ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us