Advertisment

ସାମ୍ନାକୁ ଆସିଲା ସୁଜାତାଙ୍କ ଚିଠି

ସେତେବେଳର ମିଶନ ଶକ୍ତି ସଚିବ ସୁଜାତା କର୍ତ୍ତିକେୟନ ସବୁ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦଙ୍କୁ ଲେଖିଥିଲେ ଏହି ଚିଠି। ଯେଉଁଥିରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ବର୍ଦ୍ଧିତ ଇନସେଣ୍ଟିଭ୍ ଦେବାକୁ କୁହାଯାଇଛି ।

author-image
Jitendra Garnayak

ସୁଭଦ୍ରା ଯୋଜନାର ବିଜେପି ସରକାରକୁ ମିଳିଥିବା ବଡ଼ ସଫଳତାକୁ ଫସର ଫଟାଇବାକୁ ଷଡ଼ଯନ୍ତ୍ର କରୁଛି କି ବିଜେଡି? ନିଜ ଦୋଷକୁ ଲୁଚାଇବାକୁ ଯାଇ ମା’ ମାନଙ୍କୁ ନେଇ ରାଜନୀତି କରୁଛି କି ଦଳ? ଏସବୁ ପ୍ରଶ୍ନ, ଏହି ଚିଠି ସାମନାକୁ ଆସିବା ପରେ ଉଠୁଛି। ସେତେବେଳର ମିଶନ ଶକ୍ତି ସଚିବ ସୁଜାତା କର୍ତ୍ତିକେୟନ ସବୁ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦଙ୍କୁ ଲେଖିଥିଲେ ଏହି ଚିଠି। ଯେଉଁଥିରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ବର୍ଦ୍ଧିତ ଇନସେଣ୍ଟିଭ୍ ଦେବାକୁ କୁହାଯାଇଛି ।

Advertisment

Mission Shakti Politics