ସୁଭଦ୍ରା ଯୋଜନାର ବିଜେପି ସରକାରକୁ ମିଳିଥିବା ବଡ଼ ସଫଳତାକୁ ଫସର ଫଟାଇବାକୁ ଷଡ଼ଯନ୍ତ୍ର କରୁଛି କି ବିଜେଡି? ନିଜ ଦୋଷକୁ ଲୁଚାଇବାକୁ ଯାଇ ମା’ ମାନଙ୍କୁ ନେଇ ରାଜନୀତି କରୁଛି କି ଦଳ? ଏସବୁ ପ୍ରଶ୍ନ, ଏହି ଚିଠି ସାମନାକୁ ଆସିବା ପରେ ଉଠୁଛି। ସେତେବେଳର ମିଶନ ଶକ୍ତି ସଚିବ ସୁଜାତା କର୍ତ୍ତିକେୟନ ସବୁ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦଙ୍କୁ ଲେଖିଥିଲେ ଏହି ଚିଠି। ଯେଉଁଥିରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ବର୍ଦ୍ଧିତ ଇନସେଣ୍ଟିଭ୍ ଦେବାକୁ କୁହାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜଗଦୀପ ଧନଖଡ଼ ହେଉଛନ୍ତି ସରକାରଙ୍କର ଜଣେ ବଡ଼ ମୁଖପାତ୍ର: ମଲ୍ଲିକାର୍ଜୁନ ଖଡଗେ
ଏହା କହିବାରେ ମୁଁ ଆଦୌ ସଙ୍କୋଚ କରୁ ନାହିଁ ଯେ ରାଜ୍ୟସଭାରେ ସବୁଠୁ ଅଧିକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ନିଜେ ଏହାର ଅଧ୍ୟକ୍ଷ। ତାଙ୍କ କାର୍ଯ୍ୟ ଶୈଳୀ ଦେଶର ସମ୍ମାନକୁ ନଷ୍ଟ କରିଛି।
Politics
ସଂସଦ ଚାଲିବା ଜରୁରୀ କହିଲେ ରାହୁଲ; କଟାକ୍ଷ କଲା TMC
ଇଣ୍ଡିଆ ମେଣ୍ଟରେ ଫାଟ ସଂସଦରେ ମଧ୍ୟ ଆଁ କଲାଣି। ସଂସଦ ଚାଲିବା ଜରୁରୀ ବୋଲି ରାହୁଲ ଗାନ୍ଧୀ କହିଥିବାବେଳେ ବିଜେପି ଓ କଂଗ୍ରେସ ଇଚ୍ଛାରେ ଗୃହ ଚାଲୁଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ।
Politics
ପ୍ରଦୀପ ପାଣିଗ୍ରାହଙ୍କୁ ଫସାଇବାକୁ କିଏ କରିଥିଲା ଷଡ଼ଯନ୍ତ୍ର?
ପ୍ରଦୀପଙ୍କ ନାଁରେ ମାମଲା କରିଥିବା ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କୋର୍ଟରେ ବୟାନ ଦେଇଥିଲେ। ସେମାନେ କହିଛନ୍ତି, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି।