ସାଂସଦ ପାଣ୍ଠିରୁ ସୁଲତାଙ୍କ ଖର୍ଚ୍ଚ ଶୂନ ! | Odisha Reporter
Advertisment
ସାଂସଦ ସୁଲତା ଦେଓ । ରାଜ୍ୟସଭାରେ ତାଙ୍କର ବିତର୍କ ବ୍ୟତୀତ ଜଣେ ବିଜେଡି ନେତ୍ରୀ ଭାବେ ସେ ସବୁବେଳେ ମୁଖର ଥିବା ଦେଖାଯାଏ । ବିଶେଷ କରି ନିର୍ବାଚନ ପରେ ସେ ଏବେ ଅଧିକ ମୁଖର ହୋଇଯାଇଥିବା ଦେଖାଯାଇଛି। ହେଲେ ଏ ପର୍ଯ୍ୟନ୍ତ ସାଂସଦ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବାରେ ତାଙ୍କର ପ୍ରଦର୍ଶନ ଶୂନ ପ୍ରତିଶତ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us