Advertisment

ଭୋଟ ପାଇଁ ନୋଟ ଦେଲେ ବନ୍ଧା ହେବେ !

ଭୋଟ୍ ବଦଳରେ ଲାଞ୍ଚ ନେବା ମାମଲାରେ ସାଂସଦ ଓ ବିଧାୟକମାନଙ୍କୁ ଦିଆଯାଇଥିବା ଆଇନଗତ ସୁରକ୍ଷା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ।

author-image
Manoj Swain

ଭୋଟ୍ ବଦଳରେ ଲାଞ୍ଚ ନେବା ମାମଲାରେ ସାଂସଦ ଓ ବିଧାୟକମାନଙ୍କୁ ଦିଆଯାଇଥିବା ଆଇନଗତ ସୁରକ୍ଷା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଅଦାଲତ କହିଛନ୍ତି, ଭୋଟ୍ ବଦଳରେ ନୋଟ୍ ନେଉଥିବା ସାଂସଦ କିମ୍ବା ବିଧାୟକଙ୍କ ପାଇଁ କୌଣସି ପ୍ରକାର ଆଇନଗତ ସୁରକ୍ଷା ନାହିଁ। ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରାଯାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Supreme Court Election