Advertisment

‘ନିମନ୍ତ୍ରଣ ପାଇଛି, ଡୋରି ଲାଗୁନି’

‘ଚାଉଳ ଓ ଗୁଆ ମାଗି ଜଗନ୍ନାଥଙ୍କୁ ଭିକାରୀ କରି ଦେଲେଣି। ମୋ ଗାଁରେ ଜଗନ୍ନାଥଙ୍କର ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି। ହେଲେ ଅର୍ପଣ ରଥ କରାଯାଇ ଚାରିଆଡ଼େ ଜଗନ୍ନାଥ ନାଁରେ ଗୁଆ ଓ ଚାଉଳ ମଗାଯାଉଛି।’

author-image
Jitendra Garnayak

ପୁରୀରେ ଚାଲିଛି ପରିକ୍ରମା ପ୍ରକଳ୍ପ। ଆସନ୍ତାକାଲି ହେବ ଉଦଘାଟନ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ମିଳିଛି ନିମନ୍ତ୍ରଣ ପତ୍ର । ଆଉ ନିମନ୍ତ୍ରଣ ପାଇବା ପରେ ସୁର କହିଲେ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ସ୍ୱପ୍ନାଦେଶ କରି ପୁରୀ ନଯିବାକୁ କହିଛନ୍ତି।  

Advertisment
Puri Shreemandir Suresh Kumar Routray