ସୁରଙ୍କୁ ସ୍ୱପ୍ନରେ କ’ଣ କହିଲେ ଜଗନ୍ନାଥ ? | Congress MLA Sura Routray | Odisha Reporter
Advertisment
ପୁରୀରେ ଚାଲିଛି ପରିକ୍ରମା ପ୍ରକଳ୍ପ। ଆସନ୍ତାକାଲି ହେବ ଉଦଘାଟନ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ମିଳିଛି ନିମନ୍ତ୍ରଣ ପତ୍ର । ଆଉ ନିମନ୍ତ୍ରଣ ପାଇବା ପରେ ସୁର କହିଲେ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ସ୍ୱପ୍ନାଦେଶ କରି ପୁରୀ ନଯିବାକୁ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us