Advertisment

‘ପେଟ୍ରୋଲ ସରିଗଲେ ଝାଡ଼ା ଯାଇପାରିବେନି’

ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନକାରୀଙ୍କ ଗହଣରେ ପହଞ୍ଚିଲେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଯଥାଶୀଘ୍ର ଏମାନଙ୍କ ଦାବି ସରକାର ପୂରଣକରନ୍ତୁ ବୋଲି କହିଛନ୍ତି।

author-image
Debendra Prusty

ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନକାରୀଙ୍କ ଗହଣରେ ପହଞ୍ଚିଲେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଯଥାଶୀଘ୍ର ଏମାନଙ୍କ ଦାବି ସରକାର ପୂରଣକରନ୍ତୁ ବୋଲି କହିଛନ୍ତି। 

Advertisment
Odisha Congress Odisha Transport Drivers Strike