Advertisment

ମନ୍ମଥ ହେବେ ସୁରଙ୍କ ଉତ୍ତରାଧିକାରୀ

ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ସୁର ରାଉତରାୟ।

Advertisment

ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ସୁର ରାଉତରାୟ। ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ମନ୍ମଥ ରାଉତରାୟ। ଘୋଷଣା କଲେ ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରାୟ। ଭୁବନେଶ୍ୱର ବିମାନବନ୍ଦରରେ ପୁଅକୁ ସ୍ୱାଗତ ବେଳେ ସୁରଙ୍କ ପ୍ରତିକ୍ରିୟା।

Advertisment
Congress Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe