Advertisment

ପୁଣି ବିଧାନସଭା ଦେଖିଲା ମହିଳା ବାଚସ୍ପତି

ସୁରମା ପାଢ଼ୀ ହେଲେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ।

author-image
Manoj Swain

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି। ସେ ବିଧିବଦ୍ଧ ଭାବେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Assembly Speaker Of Odisha Assembly Surama Padhy