ନବୀନଙ୍କୁ କଣ କହିଲେ ସୁରଙ୍କ ପୁଅ ? | Odisha Reporter
Advertisment
ରାଜନୀତିକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ। ସେ ବିଧାୟକ ହେବାକୁ ଚାହୁଁଛନ୍ତି, କିନ୍ତୁ ଜଟଣୀରୁ ଛିଡ଼ା ହେବେ ନାହିଁ, ୨୦୨୪ରେ କେଉଁ ନିର୍ବାଚନ ମଣ୍ଡଳୀରୁ କେଉଁ ଦଳ ଟିକେଟ୍ରେ ଛିଡ଼ା ହେବେ ତାହା ସମୟ ଆସିଲେ କହିବେ ବୋଲି କହିଛନ୍ତି ସିଦ୍ଧାର୍ଥ। ଗତକାଲି ସୁରଙ୍କ ସହ ନବୀନ ନିବାସ ଯାଇଥିଲେ ସିଦ୍ଧାର୍ଥ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us