Advertisment

‘ଟିକେଟ ମିଳିଲାନି ଗାଡ଼ି ଧରି ଆସିଲି’

ରାଉରକେଲାରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

author-image
Manoj Swain

ରାଉରକେଲାରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ 'ଆଜି ମୁଁ ପ୍ଲେନ୍ ଖୋଜିଲି ସେ କହିଲେ ଟିକେଟ କଥା ଠିକ ନାହିଁ , ମୁଁ ଗାଡି ଧରିକି ଆସିଲି' । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Congress Suresh Kumar Routray