Advertisment

ସୁରେଶ ହେଲେ କ୍ୟାବିନେଟ ମନ୍ତ୍ରୀ

ବ୍ରଜରାଜନଗରରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

author-image
Biswajit Samal

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇନ୍ତି ସୁରେଶ ପୂଜାରୀ। ବ୍ରଜରାଜନଗରରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ସେ ବରଗଡ଼ରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।   

Advertisment
Suresh Pujari