Advertisment

ଲାଞ୍ଚ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ !

ରାଜ୍ୟରେ ଶୂନ୍ୟ ସହନଶୀଳତାରେ ଚାଲିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।

Advertisment

ରାଜ୍ୟରେ ଶୂନ୍ୟ ସହନଶୀଳତାରେ ଚାଲିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ବିନା ଲାଞ୍ଚରେ ଲୋକମାନେ ରାଜ୍ୟ ସରକାରଙ୍କ ସମସ୍ତ ରାଜସ୍ୱ ସମ୍ୱନ୍ଧୀୟ ସୁବିଧା ପାଇବେ। ଲାଞ୍ଚ ଅଭିଯୋଗ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ବିଭାଗର ଦାୟିତ୍ୱ ନେବା ସହ ସମୀକ୍ଷା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Suresh Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe