Advertisment

ବାପା ଥିଲେ ସାହିତ୍ୟାନୁରାଗୀ, ପୁଅ ସେହି ବିଭାଗ ମନ୍ତ୍ରୀ

ବିଷ୍ଣୁ ସେଠୀଙ୍କ ପ୍ରତିଭାବାନ ପୁଅ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାର ସର୍ବକନିଷ୍ଠ ମନ୍ତ୍ରୀ ହୋଇଛନ୍ତି। ଆଉ ତାଙ୍କୁ ମିଳିଛି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ସହ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଦାୟିତ୍ବ।

Advertisment

ବିଧାନସଭା ଲନ୍ ହେଉ କି ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ। ସବୁଠି ଆଶୁ କବିର ପରିଚୟ ଦେଇ ନିଜ ରଚିତ ଗୀତ ଗାଉଥିବା ବିଷ୍ଣୁ ସେଠୀ ସବୁବେଳେ ନିଜର ଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିଲେ। କେତେବେଳେ ବିଧାୟକଙ୍କୁ କ୍ବାର୍ଟର ନ ମିଳିବାକୁ ନେଇ ଗୀତରେ ଗୀତରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରୁଥିଲେ ତ କେତେବେଳେ ହୋଲି ଆସରରେ ଗୀତ ଗାଉଥିଲେ। ଆଜି ବିଷ୍ଣୁଙ୍କ ସେହି ପ୍ରତିଭାବାନ ପୁଅ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାର ସର୍ବକନିଷ୍ଠ ମନ୍ତ୍ରୀ ହୋଇଛନ୍ତି। ଆଉ ତାଙ୍କୁ ମିଳିଛି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ସହ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଦାୟିତ୍ବ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Suryabanshi Suraj Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe