ରୀତାଙ୍କ ଗଡ଼ରେ ତାକତ ଦେଖାଉଛନ୍ତି ସୁଶାନ୍ତ ! | Odisha Reporter
ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ଗୋଡ଼ ଟଣାଟଣି ରାଜନୀତି। ବରଗଡ଼ ଜିଲ୍ଲାର ବିଜେପୁର ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁଙ୍କ ଗଡ଼ରେ ନୂଆଖାଇ ଅବସରରେ ବିଶାଳ କାର୍ଯ୍ୟକ୍ରମ ହେଲା କିନ୍ତୁ ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ। ବିଜେଡି ପକ୍ଷରୁ କରାଯାଇଥିବା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କ ସମେତ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ କିନ୍ତୁ ମନ୍ତ୍ରୀ ରୀତା ସାହୁ ଅନୁପସ୍ଥିତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
