ବିରୋଧିଙ୍କ ରାଡାରରେ ସୁଶାନ୍ତ | Odisha Reporter
Advertisment
ନବ ଦାସ ହତ୍ୟା ଘଟଣାକୁ ୫୦ ଦିନ ପୂରିଛି। ଝିଅ ଦୀପାଳି ଏବେ ନୂଆ ମିଶନରେ ଲାଗିଛନ୍ତି। ହେଲେ ବିରୋଧୀ କିନ୍ତୁ ନଛୋଡ଼ବନ୍ଧା। ବିଧାନସଭା ଭିତରେ ଓ ବାହାରେ ବିରୋଧୀ ହଙ୍ଗାମା କରୁଛନ୍ତି। ଦେଖନ୍ତୁ ଏହି ଦୃଶ୍ୟ। ପ୍ରଥମେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଓ ପରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us