Advertisment

ଜଣାପଡ଼ିବ କିଏ ପାଓ୍ବାରଫୁଲ ବବି ନା ଡ୍ୟାନି ?

ବିଜେଡି ଯଦି ଗୋଟିଏ ପରିବାରକୁ 2ଟି ଟିକେଟ୍ ଦେବ ତେବେ ପୁଣି ଦଳ ନିୟମ ଭାଙ୍ଗିବ।

Advertisment

କୋରେଇରେ ଆକାଶ ବିଜେପିକୁ ଯିବା ପରେ ଏବେ ବିଜେଡି ସିଟ୍ ପାଇଁ 6 ଆଶାୟୀ । ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି ବବି ନ ହେଲେ ତାଙ୍କ ଭାଇ ଭବପ୍ରସାଦ । ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ପ୍ରୀତି ଘଡ଼େଇଙ୍କ ଅଭିନେତ୍ରୀ ପତ୍ନୀ ଝିଲିକ୍ । ଏଇ ଦୁଇ ଦାବିଦାରଙ୍କୁ ଛାଡ଼ିଦେଲେ ଆହୁରି 4 ଜଣ ଆସନ ପାଇଁ ଆଶାୟୀ ଅଛନ୍ତି। ବିଜେଡି ଯଦି ଗୋଟିଏ ପରିବାରକୁ 2ଟି ଟିକେଟ୍ ଦେବ ତେବେ ପୁଣି ଦଳ ନିୟମ ଭାଙ୍ଗିବ। ବବି ଯଦି ଏଠାରୁ ବିଧାନସଭା ଲଢ଼ିବେ ସମ୍ବଲପୁର ଲଢ଼େଇ ପାଇଁ ରଙ୍ଗ ମେସେଜ ଯିବ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe