Advertisment

ସୌମ୍ୟ ବାବୁଙ୍କ ଗତି ଏବେ କୁଆଡ଼େ ?

ବିଜେଡି ସୌମ୍ୟ ବାବୁଙ୍କୁ ସସମ୍ମାନେ ଦଳକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରୁଛି ବୋଲି ଚର୍ଚ୍ଚା ।

Advertisment

ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗତି ଏବେ କୁଆଡ଼େ। ସୌମ୍ୟଙ୍କ ରାଜନୈତିକ ଗୋଟି ଚାଳନା ନେଇ ଚାରିଆଡ଼େ ଚର୍ଚ୍ଚା । କିଛି ଲୋକ କହୁଛନ୍ତି ବିଜେଡି ସୌମ୍ୟ ବାବୁଙ୍କୁ ସସମ୍ମାନେ ଦଳକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରୁଛି। ସୌମ୍ୟଙ୍କୁ ଫେରାଇ ଆଣିବା ପାଇଁ ଗତ ମାସରେ ଦଳର ଦୁଇ ଜଣ ବରିଷ୍ଠ ନେତା ତାଙ୍କ ଘରକୁ ଯାଇଥିବା ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe