ଝୁଲରେ ନବୀନ ଝୁଲ.... | Odisha Reporter
Advertisment
ରାଜଧାନୀ ରାଜରାସ୍ତାରେ ନିଆରା ପ୍ରତିବାଦ କଲେ ନବ ନିର୍ମାଣ କୃଷକ ସଂଗଠନ। ଝୁଲରେ ନବୀନ ଝୁଲ କହି ଗୀତ ଗାଇବା ସହିତ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ।