ସହାନୁଭୂତି ନା ପୁରୁଣା ଫର୍ମୁଲା

ଝାରସୁଗୁଡ଼ା ପାଇଁ ବାଜିଲା ବିଗୁଲ ଦିପାଳୀ ହେଲ ବିଜେଡି ପ୍ରାର୍ଥୀ। ଏଥର ସହାନୁଭୂତି ନା କାମ କରିବ ପୁରୁଣା ଫର୍ମୁଲା। ବିଜେଡିର ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାମ। ବିରୋଧୀ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବଦାସ ହତ୍ୟାକୁ କରିବେ ମୁଖ୍ୟ ପ୍ରସଙ୍ଗ। ଲୋକେ କହିଲେଣି ସହାନୁଭୂତି ନୁହେଁ କାମ କରିବ ଅଦୃଶ୍ୟ ବଳ।

Manoj Swain
  • Published: Monday, 03 April 2023
  • Updated: 03 April 2023, 06:09 PM IST

Sports

Latest News

ଝାରସୁଗୁଡ଼ା ପାଇଁ ବାଜିଲା ବିଗୁଲ ଦିପାଳୀ ହେଲ ବିଜେଡି ପ୍ରାର୍ଥୀ। ଏଥର ସହାନୁଭୂତି ନା କାମ କରିବ ପୁରୁଣା ଫର୍ମୁଲା। ବିଜେଡିର ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାମ। ବିରୋଧୀ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକୁ କରିବେ ମୁଖ୍ୟ ପ୍ରସଙ୍ଗ। ଲୋକେ କହିଲେଣି ସହାନୁଭୂତି ନୁହେଁ କାମ କରିବ ଅଦୃଶ୍ୟ ବଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos