Advertisment

ସହାନୁଭୂତି ନା ପୁରୁଣା ଫର୍ମୁଲା

ଝାରସୁଗୁଡ଼ା ପାଇଁ ବାଜିଲା ବିଗୁଲ ଦିପାଳୀ ହେଲ ବିଜେଡି ପ୍ରାର୍ଥୀ। ଏଥର ସହାନୁଭୂତି ନା କାମ କରିବ ପୁରୁଣା ଫର୍ମୁଲା। ବିଜେଡିର ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାମ। ବିରୋଧୀ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବଦାସ ହତ୍ୟାକୁ କରିବେ ମୁଖ୍ୟ ପ୍ରସଙ୍ଗ। ଲୋକେ କହିଲେଣି ସହାନୁଭୂତି ନୁହେଁ କାମ କରିବ ଅଦୃଶ୍ୟ ବଳ।

Advertisment

ଝାରସୁଗୁଡ଼ା ପାଇଁ ବାଜିଲା ବିଗୁଲ ଦିପାଳୀ ହେଲ ବିଜେଡି ପ୍ରାର୍ଥୀ। ଏଥର ସହାନୁଭୂତି ନା କାମ କରିବ ପୁରୁଣା ଫର୍ମୁଲା। ବିଜେଡିର ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାମ। ବିରୋଧୀ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକୁ କରିବେ ମୁଖ୍ୟ ପ୍ରସଙ୍ଗ। ଲୋକେ କହିଲେଣି ସହାନୁଭୂତି ନୁହେଁ କାମ କରିବ ଅଦୃଶ୍ୟ ବଳ।

Advertisment
By-Election Odisha Politics Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe