Advertisment

ପାଣ୍ଡିଆନଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଗତକାଲି ସମ୍ବଲପୁର ଅଇଁଠାପାଲି ସଭାମଞ୍ଚକୁ ଆସୁ ଆସୁ 'ଓଡ଼ିଆ ଅସ୍ମିତା' ଅସ୍ତ୍ରରେ ପ୍ରଥମ ପ୍ରହାର କରି ଶାହ କହିଥିଲେ, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି।

author-image
Manoj Swain

ଗତକାଲି ସମ୍ବଲପୁର ଅଇଁଠାପାଲି ସଭାମଞ୍ଚକୁ ଆସୁ ଆସୁ 'ଓଡ଼ିଆ ଅସ୍ମିତା' ଅସ୍ତ୍ରରେ ପ୍ରଥମ ପ୍ରହାର କରି ଶାହ କହିଥିଲେ, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି। ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Odisha