Advertisment

ଏକାଠି ହେଲେ ତାରା ଓ ସପ୍ତଗିରି !

ତାରା ଓ ସପ୍ତଗିରି ଏକାଠି ହେବା ନିର୍ବାଚନ ପୂର୍ବରୁ କୋରାପୁଟରେ କଂଗ୍ରେସର ଏକ ବଡ଼ ସଫଳତା ବୋଲି କୁହାଯାଉଛି।

Advertisment

ନା ଏକାଠି ହେଉଥିଲେ ନା ଏକାଠି ଲଢ଼ୁଥିଲେ । ଯଦିଓ ହାତ ଦଳରୁ ଦୁହେଁ ଟିକେଟ୍ ପାଇଥିଲେ । ସେମାନଙ୍କ ଭିତରେ ଥିବା କେଁ କୋରାପୁଟ ଡେଇଁ ଭୁବନେଶ୍ୱରରେ ପହଞ୍ଚିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଶେଷରେ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଥିଲେ । ଆଉ ଏହା ପଛରେ ସପ୍ତଗିରିଙ୍କର ଶକ୍ତିଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ଗୋଟିଏ ମଞ୍ଚରେ ସପ୍ତଗିରି ଓ ତାରାଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। 

Advertisment
Congress Tara Prasad Bahinipati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe