Advertisment

ଷ୍ଟେଜ୍‌ରେ ରାଗିଗଲେ ତାରା ବାହିନୀପତି

ବିଜେଡି କର୍ମୀଙ୍କ ସ୍ଲୋଗାନ ବେଳେ ଷ୍ଟେଜରେ ରାଗିଗଲେ ତାରା। କହିଲେ, ମୋତେ ରଗେଇଲେ, ସବୁ କିଛି ବଦଳେଇ ଦେବି।

author-image
Manoj Swain

କୋରାପୁଟରେ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ବେଳେ ଅସନ୍ତୋଷ । ଷ୍ଟେଜ୍‌ ଉପରେ ଭାଷଣ ଦେବା ବେଳେ ରାଗିଗଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ବିଜେଡି କର୍ମୀଙ୍କ ସ୍ଲୋଗାନ ବେଳେ ଷ୍ଟେଜରେ ରାଗିଗଲେ ତାରା। କହିଲେ, ମୋତେ ରଗେଇଲେ, ସବୁ କିଛି ବଦଳେଇ ଦେବି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Tara Prasad Bahinipati Koraput