‘24ରେ ଟାର୍ଗେଟ 100’ | Odisha Reporter
୧୦୦ ବିଧାନସଭା ଓ ୧୫ ସଂସଦୀୟ କ୍ଷେତ୍ରକୁ କଂଗ୍ରେସର ଟାର୍ଗେଟ୍ । ସୂଚନା ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଗୁଆ ୧୦୦ ଜଣଙ୍କୁ ଟିକେଟ ପାଇଁ କାର୍ଯ୍ୟକାରିଣୀରେ ବ୍ଲୁ ପ୍ରିଣ୍ଟ ହୋଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
