Advertisment

‘୨୪ରେ ଟାର୍ଗେଟ ୧୦୦’

୧୦୦ ବିଧାନସଭା ଓ ୧୫ ସଂସଦୀୟ କ୍ଷେତ୍ରକୁ କଂଗ୍ରେସର ଟାର୍ଗେଟ୍‌ । ସୂଚନା ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଗୁଆ ୧୦୦ ଜଣଙ୍କୁ ଟିକେଟ ପାଇଁ କାର୍ଯ୍ୟକାରିଣୀରେ ବ୍ଲୁ ପ୍ରିଣ୍ଟ ହୋଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Tara Prasad Bahinipati Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe