Advertisment

ବିପୁଳ ପରିମାଣର ସୁନା ଓ ରୂପା ଜବତ ପ୍ରସଙ୍ଗରେ ତେଜିଲା ରାଜନୀତି

ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଜୋର ଧରିଲା ଚର୍ଚ୍ଚା ।

author-image
Manoj Swain

ଟ୍ବିଟରରେ ବ୍ରେକିଂ ଦେଲେ ଖବର କାଗଜ ସଂପାଦକ, ହେଲେ ଖବର କାଗଜରେ ଖବର ମିଳୁନି । ତଥାଗତଙ୍କ କାନ୍ଧରେ ବନ୍ଧୁକ ଫୁଟାଇଲା ବିଜେଡି, ସୁଲତା କହିଲେ କଣ୍ଠେ ସରସ୍ବତୀ । ବିଜେଡି ନେତା ଏବଂ ସୋଶାଲ ମିଡିଆରେ ଏବେ ତଥାଗତଙ୍କ ଟ୍ବିଟକୁ ନେଇ ଅନେକ ନ୍ୟୁଜ । ବିମାନ ବନ୍ଦରରୁ ଜବତ ହୋଇଥିବା ସୁନା ଓ  ରୁପାର ରତ୍ନଭଣ୍ଡାର ଲିଙ୍କ। ସୁଲତା କହିଲେ, ପ୍ରଭୁଙ୍କୁ କୋଟି ଦଣ୍ଡବତ ତଥାଗତଙ୍କ କଣ୍ଠରେ ସରସ୍ବତୀ ରୂପେ ବିଜେ ହୋଇଛନ୍ତି।

Advertisment
Bhubaneswar