ଟ୍ବିଟରରେ ବ୍ରେକିଂ ଦେଲେ ଖବର କାଗଜ ସଂପାଦକ, ହେଲେ ଖବର କାଗଜରେ ଖବର ମିଳୁନି । ତଥାଗତଙ୍କ କାନ୍ଧରେ ବନ୍ଧୁକ ଫୁଟାଇଲା ବିଜେଡି, ସୁଲତା କହିଲେ କଣ୍ଠେ ସରସ୍ବତୀ । ବିଜେଡି ନେତା ଏବଂ ସୋଶାଲ ମିଡିଆରେ ଏବେ ତଥାଗତଙ୍କ ଟ୍ବିଟକୁ ନେଇ ଅନେକ ନ୍ୟୁଜ । ବିମାନ ବନ୍ଦରରୁ ଜବତ ହୋଇଥିବା ସୁନା ଓ ରୁପାର ରତ୍ନଭଣ୍ଡାର ଲିଙ୍କ। ସୁଲତା କହିଲେ, ପ୍ରଭୁଙ୍କୁ କୋଟି ଦଣ୍ଡବତ ତଥାଗତଙ୍କ କଣ୍ଠରେ ସରସ୍ବତୀ ରୂପେ ବିଜେ ହୋଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କ’ଣ ପ୍ରଧାନମନ୍ତ୍ରୀଙ୍କ ବ୍ୟାଗକୁ ଆପଣ ଚେକ୍ କରୁଛନ୍ତି? କାହିଁକି ଏମିତି ପ୍ରଶ୍ନ କଲେ ଉଦ୍ଧବ?
ଶିବସେନାରେ ବିଦ୍ରୋହ ଯୋଗୁ ୨୦୨୨ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଉଦ୍ଧବ ଠାକରେଙ୍କ କହିବା କଥା ଯେ ଯଦି ନିର୍ବାଚନ ଅଧିକାରୀମାନେ ଶାସକ ଦଳର ନେତାଙ୍କ ବ୍ୟାଗ ଯାଞ୍ଚ କରିବେ ନାହିଁ, ତା’ହେଲେ ମହା ବିକାଶ ଅଘାଡ଼ି ସେମାନଙ୍କର ଯାଞ୍ଚ କରିବେ।
Politics
‘ମିଛର‘ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି, କାର୍ଯ୍ୟାନୁଷ୍ଠାନ ପାଇଁ ଇସିଙ୍କୁ କହିଲା ବିଜେପି
ଭାରତୀୟ ସମ୍ବିଧାନକୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ରାହୁଲ ଗାନ୍ଧି ମିଛର ପ୍ରଚାର କରୁଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ସେ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି।
Politics
ଅନୁପ୍ରେବଶକାରୀ ଆଦିବାସୀଙ୍କୁ ବାହା ହେଲେ ମିଳିବନି ଜମି: ପ୍ରତିଶ୍ରୁତି ଦେଲେ ଅମିତ ଶାହ
ଯଦି ଭାରତୀୟ ଜନତା ପାର୍ଟି ଜିତିବ, ତା’ହେଲେ ଅନୁପ୍ରବେଶକାରୀଙ୍କ ପାଖକୁ ଯାଉଥିବା ଜମିକୁ ରୋକିବା ପାଇଁ ଗୋଟିଏ ଆଇନ ଆଣିବ।
Politics
ଷଢ଼େଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରଣହୁଙ୍କାର
ଷଢ଼େଇକଳା ନିର୍ବାଚନ ମଣ୍ଡଳୀର ରାଜନଗର ଫୁଟ୍ବଲ୍ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୧୨ ଦିନ ପରେ ଝାରଖଣ୍ଡରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ଟାଏ ଟାଏ ବାଏ ବାଏ କହି ବିଦାୟ ଦେବା।
Politics
କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି କର୍ଣ୍ଣାଟକା ମନ୍ତ୍ରୀଙ୍କ ବର୍ଣ୍ଣବୈଷମ୍ୟ ବୟାନକୁ ନେଇ ବିବାଦ
କଂଗ୍ରେସ ପ୍ରାର୍ଥୀ ସିପି ଯୋଗେଶ୍ୱରାଙ୍କ ସମ୍ପର୍କରେ ମତ ରଖିବା ବେଳେ ଖାନ ବିବାଦୀୟ ଟିପ୍ପଣୀ କରିଥିଲେ। ଯୋଗେଶ୍ୱରା ବିଜେପିରେ ମିଶିଥିଲେ ହେଁ ନିକଟରେ ପୁଣି କଂଗ୍ରେସକୁ ଫେରିଛନ୍ତି।