ତଥାଗତଙ୍କ କାନ୍ଧରେ ବନ୍ଧୁକ ରଖି ଭାଇରାଲ କରୁଛି ବିଜେଡି | Gold Seized | Ratna Bhandar | BJD-BJP | OR
Advertisment
ଟ୍ବିଟରରେ ବ୍ରେକିଂ ଦେଲେ ଖବର କାଗଜ ସଂପାଦକ, ହେଲେ ଖବର କାଗଜରେ ଖବର ମିଳୁନି । ତଥାଗତଙ୍କ କାନ୍ଧରେ ବନ୍ଧୁକ ଫୁଟାଇଲା ବିଜେଡି, ସୁଲତା କହିଲେ କଣ୍ଠେ ସରସ୍ବତୀ । ବିଜେଡି ନେତା ଏବଂ ସୋଶାଲ ମିଡିଆରେ ଏବେ ତଥାଗତଙ୍କ ଟ୍ବିଟକୁ ନେଇ ଅନେକ ନ୍ୟୁଜ । ବିମାନ ବନ୍ଦରରୁ ଜବତ ହୋଇଥିବା ସୁନା ଓ ରୁପାର ରତ୍ନଭଣ୍ଡାର ଲିଙ୍କ। ସୁଲତା କହିଲେ, ପ୍ରଭୁଙ୍କୁ କୋଟି ଦଣ୍ଡବତ ତଥାଗତଙ୍କ କଣ୍ଠରେ ସରସ୍ବତୀ ରୂପେ ବିଜେ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us